ओढीशा ଜନସାଧାରଣଙ୍କ ସୁବିଧା ପାଇଁ ହ୍ୱାଟ୍ସଆପ୍ ଚାଟବଟ୍ ‘ଆମ ସାଥୀ’ ମାଧ୍ୟମରେ “ରାଜସ୍ବ ଅଭିଯୋଗ ସମାଧାନ ବ୍ୟବସ୍ଥା”ର ଶୁଭ ଲୋକାର୍ପଣ କରି ମୁଁ ଅତ୍ୟନ୍ତ ଆନନ୍ଦିତ। ଏହି ଅଭିନବ ଡିଜିଟାଲ ବ୍ୟବସ୍ଥା ଦ୍ୱାରା ଏବେ ଓଡ଼ିଶାର ଜନସାଧାରଣ ଘରେ ବସି ନିଜ ସ୍ମାର୍ଟଫୋନ୍ ସାହାଯ୍ୟରେ ରାଜସ୍ୱ ସମ୍ବନ୍ଧୀୟ ସମସ୍ୟାର ସହଜ ଓ ତ୍ୱରିତ ସମାଧାନ ପାଇପାରିବେ। ଆମ ସରକାର ପ୍ରତିଟି ନାଗରିକଙ୍କ ଦୁଆରମୁହଁରେ ସ୍ୱଚ୍ଛ, ଜବାବଦିହି ଏବଂ ସରଳ ସେବା ଯୋଗାଇଦେବା ପାଇଁ ସଦା ସର୍ବଦା ସଙ୍କଳ୍ପବଦ୍ଧ। TARINI DUBE JAGATSINGHPUR , ODISHA August 21, 2026 0